ଦୁବାଇର ଏକ ବନ୍ଦରରେ ବଡଧରଣର ବିସ୍ଫୋରଣ: ବିସ୍ଫୋରଣ ନେଇ ଚାଲିଛି ତଦନ୍ତ

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇର ଜେବେଲ ଅଲି ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଆଖପାଖରେ ରହୁଥିବା ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ମିଳିଥିବା ସୂଚନା ମୁତାବକ ଜେବେଲ ଅଲି ବନ୍ଦରରେ ରଖାଯାଇଥିବା ଏକ ଜାହାଜରେ ଥିବା କଣ୍ଟେନରରେ ଏହି ବିସ୍ଫୋରଣ ହୋଇଥିଲା। ଦୁବାଇ ମିଡିଆ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି … Continue reading ଦୁବାଇର ଏକ ବନ୍ଦରରେ ବଡଧରଣର ବିସ୍ଫୋରଣ: ବିସ୍ଫୋରଣ ନେଇ ଚାଲିଛି ତଦନ୍ତ